Skip to main content

Gentle Nerves Relaxing Sounds

Gentle Nerves Mission:
Enjoy long healing music and sounds commercial‑free — and share them with the world.

ବାଚସ୍ପତିଙ୍କୁ ଘେରିଲେ ଲୋକେ || Inauguration Of The Newly Built Mixed Energy Building ||Odisha Reporter

ଉଦ୍‌ଘାଟନ କାର୍ଯ୍ୟକ୍ରରେ ଯିବା ବେଳେ ଲୋକଙ୍କ ଅସନ୍ତୋଷର ଶିକାର ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ। ସ୍ମାର୍ଟ କ୍ଲାସ୍‌ ରୁମ୍‌ ଏବଂ ନବନିର୍ମିତ ମିଶନ ଶକ୍ତି କୋଠାର ହୋଇପାରିଲାନି ଉଦ୍‌ଘାଟନ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଦିଗପହଣ୍ଡି ଟିକରପଡା ଗାଁରେ। ସ୍ମାର୍ଟ କ୍ଲାସ୍‌ ରୁମ୍‌ ଏବଂ ନବନିର୍ମିତ ମିଶଶ ଶକ୍ତି କୋଠା ଉଦ୍‌ଘାଟନ କରିବାକୁ ଯାଇଥିବା ବେଳେ ବାଚସ୍ପତି ଓ ସାଂସଦଙ୍କୁ ଘେରାଉ କରିଥିଲେ ଲୋକେ।
Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube:
Web:
Facebook:
Twitter:
Telegram:
Instagram:
#OdishaReporter

©2026 Gentle Nerves Relaxing Sounds WordPress Video Theme by WPEnjoy